ରିଲିଜ୍ ପୂର୍ବରୁ ବିବାଦରେ ଫିଲ୍ମ “ତାନାଜୀ’

ବଲିଉଡ୍ ଅଭିନେତା ଅଜୟ ଦେବଗନ୍‌ଙ୍କ ଫିଲ୍ମ “ତାନାଜୀ: ଦ ଅନସଙ୍ଗ ୱାରିୟର୍‌’ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଏହାକୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ୟ ମିଳୁଛି ।

Read more

Advertisement

ଏବେ ଏବେ