କରୋନା କଟକଣା ସମୟରେ ମନ୍ଦିର ପ୍ରତିଷ୍ଠା, ୫୦୦ରୁ ଉର୍ଦ୍ଧ୍ୱ ଜନସମାଗମ, ନାଏବ ସରପଞ୍ଚଙ୍କ ସମେତ ୧୧ ଜଣ ଗିରଫ
ପୋଲସରା,(ଅନିଲ ମହାରଣା): ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜା.ଡେଙ୍ଗାପଦର ଗ୍ରାମ ପଞ୍ଚାୟତର ମର୍ଦ୍ଦରାଜ ପୁର ଗ୍ରାମରେ ପ୍ରଶାସନର କରୋନା ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ସରପଞ୍ଚ
Read more


