ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର: ଶିକ୍ଷକ ଗୁରୁତର

ଛତ୍ରପୁର,(ଦେବଦତ୍ତ ମହାରଣା): ରେଗୁଲାଟରେ ତ୍ରୁଟି ନେଇ ରୋଷେଇ କରୁଥିବା ବେଳେ ଛତ୍ରପୁର ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ଫାଟି ଶିକ୍ଷକ ଗୁରୁତର ଘଟଣା ଘଟିଥିବା ସୂଚନା ମିଳିଛି ।

Read more

Advertisement

ଏବେ ଏବେ