ଶିକ୍ଷକ ପ୍ରଦୀପ ଖଣ୍ଡେଇଙ୍କ ପରଲୋକ

ହାଟଡିହି,(ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ଏଲକଣିଆ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପ୍ରଦୀପ କୁମାର ଖଣ୍ଡେଇ (୫୬)ଙ୍କର ଆଜି ପରଲୋକ ହୋଇଯାଇଛି ।

Read more

Advertisement

ଏବେ ଏବେ