ଶିବପ୍ରସାଦ ମେମୋରିଆଲ କ୍ରିକେଟ ଟୁନାମେଂଟର ଫାଇନାଲ ମ୍ୟାଚ ଇଲେଭ୍ନ ଷ୍ଟାର କ୍ରିକେଟ କ୍ଲବ ଚମ୍ପିଆନ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଲକ ତିରୁଣା ପଂଚାୟତ ନରଣପୁରସ୍ଥିତ ଇଲେଭ୍ନ ଷ୍ଟାର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଶିବପ୍ରସାଦ ମେମୋରିଆଲ କ୍ରିକେଟ ଟୁନାମେଂଟର ଫାଇନାଲ ମ୍ୟାଚ ବୁଧବାର ଅନୁଷ୍ଠିତ ହୋଇଯାଇଛି
Read more


