ସଂଗରୋଧ କେନ୍ଦ୍ରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାକୁ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀମାନେ ବର୍ତ୍ତମାନ ସଂଘରୋଧ କେନ୍ଦ୍ରରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ କିଚି ପ୍ରବାସୀ ବିଶୃଙ୍ଖଳା କରୁଛନ୍ତି
Read more


