ସପ୍ତାହକ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ୨ ଲୁଟିଆ ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା):ସପ୍ତାହକ ମଧ୍ୟରେ ସହରର ବିଭିନ୍ନ ଅଞ୍ଚଳରୁ ପାଖାପାଖି ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଛିନତାଇ କରିଥିବା ଦୁଇ କୁଖ୍ୟାତ ଲୁଟିଆଙ୍କୁ ସହଦବେଖୁଣ୍ଟା ପୁଲିସ ଗିରଫ କରିଛି

Read more

Advertisement

ଏବେ ଏବେ