ବିଶ୍ୱମଣି ଗୋପବନ୍ଧୁ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ତଥା ସମାଜସେବାର ସର୍ବକାଳୀନ ଆଦର୍ଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ୟୁନିଟ୍-୮ସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତି ସ୍ଥଳରେ ୧୪୬ତମ ଜୟନ୍ତୀ ପୁଷ୍ପମାଲ୍ୟ ଅର୍ପଣ ସହ
Read more


