ପୁଣି ୧୧କୋଟି ଟଙ୍କାର ଗଞ୍ଜେଇ ଚାଷ ସହ୧୨ ଦିନରେ ୫୬କୋଟିର ଚୋରା ଗଞ୍ଜେଇ ଚାଷକୁ ପୋଡାଗଲା ଏତେ କୋଟି ଟଙ୍କାର ଚାଷକୁ ପୋଡାଯାଉଛି,ହେଲେ କେହି ଗିରଫ ହେଉ ନାହାଁନ୍ତି କିପରି?
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲାର ଅଡବା ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ୧୧କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡି
Read more


