ମନ୍ଦିର ପୁଜାରୀଙ୍କ ଘରୁ ଚୋରୀ

ପାତ୍ରପୁର,(ପୁଷ୍ପାଞ୍ଜଳି ମିଶ୍ର):ଜରଡ଼ା ଥାନା ଆମ୍ବଗାଁ ନୃସିଂହ ମନ୍ଦିର ପୁଜାରୀଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି। ମନ୍ଦିର ପୂଜାରୀ ମୁନା କର ଆମ୍ବଗାଁ ରେ ପରିବାର ସହିତ ରହୁଥିବା ବେଳେ ଗତକାଲି ନିକଟ ଗ୍ରାମକୁ ଯଜ୍ଞ ଦେଖି ଫେରିବା ବେଳେ ତାଙ୍କ ଘର କବାଟ ତାଲା ଭାଙ୍ଗି ଦୁଇ ଭରି ସୁନା ଓ ୪୦,୦୦୦ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇ ଥିଲେ।ଏହାପରେ ଗତକାଲି ରାତ୍ର ଚୋରୀ ସମ୍ପର୍କରେ ଜରଡା ଥାନାରେ ଅଭିଯୋଗ କରିଥିଲେ। ଆଜି ସନ୍ଧ୍ୟାରେ ପୋଲିସ ସନ୍ଧନୀ କୁକୁର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ