ଅଗଷ୍ଟ ୧୫ ପାଇଁ କୋହଳ ହେଲା କଟକଣା ।

କଟକ,(ଶ୍ରୀନିବାସ ରାଉତ): କୋରନା ଯୋଗୁ ପ୍ରତି ବର୍ଷ ପରି ଏ ବର୍ଷ ସ୍ୱାଧୀନତା ଦିବସ ଅଧିକ କୋଳହ ଓ ମନୋରଞ୍ଜନ ପୂର୍ବକ ପାଳନ ନ କରାଗଲେ ମଧ୍ୟ କିଛି ମାତ୍ରାରେ କୋଳହ ରହିବ | ୪ ଟି ଜିଲ୍ଲା ଗଂଜାମ, ଖୋର୍ଦ୍ଧା, ଗଜପତି, କଟକ ସମେତ ରାଉରକେଲା ସହରରେ ସଟଡାଉନ୍ କିଛି ଘଣ୍ଟା ପାଇଁ କୋହଳ ହେବ । ଏହି ୪ ଜିଲ୍ଲା ଏବଂ ମ୍ୟୁନିସପାଲଟିରେ ସପ୍ତାହିକ ସଟଡାଉନ୍‌କୁ କିଛି ଘଣ୍ଟା ପାଇଁ କୋହଳ କରାଯିବ । ଏନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି ,୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ରହିବ | ସଟଡାଉନ କଟକଣା ନିଜ ଅଞ୍ଚଳରେ ପତାକା ଉତ୍ତୋଳନ ପାଇଁ କଟକଣାକୁ କୋହଳ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ