ଅଗ୍ନିକାଣ୍ଡରେ ୧ ବଖରା ଜଳିଗଲା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ପଧାନପଡା ପଞ୍ଚାୟତ ଚଣ୍ଡିପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ସେକ୍ ହବିବୁର ରହେମାନଙ୍କ ୧ ବଖରା ଘର ଜଳି ଯାଇଥିବା ଜଣାଯାଇଛି । ଖବର ପାଇ ଆଗରପଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡିରେ ଘର ସମେତ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ଏହା ବଜ୍ରପାତ ଯୋଗୁ ଘଟିଥିବା ଅନୁମାନ କରାଯାଇଛି ।


