ଅଡ଼ବା ଝିଅ ଦେବସ୍ମିତା ଲକଙ୍କୁ କବିତା ମଧ୍ୟୟମରେ ସଚେତନ କରୁଛନ୍ତି
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଦୃଗମ ଆଦିବାସୀ ଅଞ୍ଚଳ ର ପଞ୍ଚାୟତସ୍ଥାନୀୟ ରବି ମିଶ୍ର ଙ୍କ ଝିଅ ଦେବସ୍ମିତା ଆଗରୁ ବହୁ କବିତା ଲେଖିଥିଲେ କିନ୍ତୁ ବର୍ତ୍ତମାନ ସାରା ରାଜ୍ୟରେ କରୁନା ସଚେତନ ପାଇଁ ଗୀତ ମାଧ୍ୟମରେ ପ୍ରାଈଜ୍ ଚାଲିଥିବା ବେଳେ ଏବେ ଆ.ଏ.ସ୍ ପାଇଁ ପ୍ରିପେର ହେଉଥିବା ମିଶ୍ର ବର୍ତମାନ ସେ୨ଟି କବିତା ଲେଖି ଲକଙ୍କୁ ସଚେତନ କରୁଛନ୍ତି ଅଂଚଳରେ ସେ୧ଠୁ୭ ପର୍ଯନ୍ତ ଅଡ଼ବା ଶିଶୁ ବିଦ୍ୟମନ୍ଦିର ରେ ପଡୁଥିଲେ ପରେ ସେ ବ୍ରହ୍ମପୁର ରେ କିଛି ଦିନ ପଡ଼ିବା ପରେ ନିଜ ଗାଁ ରେ ପଡ଼ିଥିଲେ ସେ ଇଞ୍ଜିନେର ପଡ଼ିବା ପରେ ବାହାରେ ରହୁଥିଲେ ବର୍ତ୍ତମାନ ସେ ଭୁବନେଶ୍ୱର ରେ ଆ.ଏ.ସ୍ ପାଇଁ ପ୍ରସ୍ତୁତ ହଉଛନ୍ତି ତାଙ୍କୁ ଆଜି ଅଞ୍ଚଳ ବାସୀ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ପ୍ରୟାସ ପାଇଁ


