ଅମଲାଙ୍କ ବିଭିନ୍ନ ଦାବୀ ନେଇ କଳାବେଜ ପିନ୍ଧି କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶେରଗଡ, (ବିଭୁ ପ୍ରସାଦ ଦାସ):ଶେରଗଡ ବ୍ଳକ, ତହସିଲ, ସବ ରେଜିଷ୍ଟାର କାର୍ଯ୍ୟ।ଳୟ ର ଅମଲା ମାନେ ଆଜିଠାରୁ କାର୍ଯ୍ୟ ବନ୍ଦ କରି ଛନ୍ତି। କଳାବେଜ ପରିଧାନ କରିବା ସହ ନିଜର ନ୍ଯାର୍ଯ୍ଯ ଦାବୀ ପୁରଣ ହେଲା ପର୍ୟ୍ଯନ୍ତ ଏହା ଚାଲିବ ବୋଲି କହିଛନ୍ତି। ଫଳରେ କାର୍ଯ୍ୟ।ଳୟ ଗୁଡିକର କାର୍ଯ୍ୟ ରେ ବାଧାପ୍ରାପ୍ତ ହୋଇଛି। ସରକାର ଏଦିଗରେ ତୁରନ୍ତ ଦ୍ରୁଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।


