ଆକାଶରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ

(ଯୁଗାବ୍ଦ ନ୍ୟୁଜ )ଭାରତର ପ୍ରତିରକ୍ଷା ମନ୍ତ୍ରୀ ହେବାପରେ ରାଜନାଥ ସିଂହ ଗୁରୁବାର ରେ ବେଙ୍ଗୁଲୁର ସ୍ଥିତ ହାଲ ବିମାନ ବନ୍ଦର ରୁ ହାଲୁକା ଲଢୁଆ ବିମାନ ତେଜସ ରେ ଉଡିବେ ରାଜନାଥ ସିଂହ । ନ୍ୟାସ୍ନାଲ୍ ଫ୍ଲାଇଟ୍ ଟେଷ୍ଟ୍ ସେଣ୍ଟର୍ର ପ୍ରୋଜେକ୍ଟ୍ ଡାଇରେକ୍ଟର୍ (ଫ୍ଲାଇଟ୍ ଟେଷ୍ଟ୍) ଏୟାର୍ ଭାଇସ୍ ମାର୍ସାଲ୍ ନର୍ମଦେଶ୍ୱର ତିଓ୍ଵାରି ଏହି ବିମାନକୁ ଚଳାଇଥିଲେ। ୩୦ ମିନିଟିଆ ଉଡ଼ାଣ ପୂର୍ବରୁ ରାଜନାଥ ସିଂହ ୪୫ ସ୍କ୍ଵାଡ୍ରୋନ୍ ଫ୍ଲାଇଙ୍ଗ୍ ଡାଗର୍ଙ୍କ ଦ୍ୱାରା ଏଲ୍ସିଏ ତେଜସ୍ର କ୍ଷମତା ସଂକ୍ରାନ୍ତରେ ଅବଗତ ହୋଇଥିଲେ। ନିକଟରେ ଆକ୍ସିଡ୍ୟାନଣ୍ଟାଲ ଲ୍ୟାଣ୍ଡିଙ୍ଗ କରି ଚର୍ଚ୍ଚା ରେ ଥିବା ତେଜସ ଭାରତୀୟ ବାୟୁସେନା ପାଇଁ ଏକ ରକ୍ଷା କବଚ ରୂପେ ସେବା ଯୋଗାଇ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ