ଉଜ୍ୱଳା ଦିଦି ମାନଙ୍କୁ ନେଇ ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା) : ଭାରତୀୟ ଜନତା ପାର୍ଟିର ବୁଧବାର ଉଜ୍ୱଳା ଦିଦି ମାନଙ୍କୁ ନେଇ ସ୍ୱତନ୍ତ୍ର ବୈଠକ ସ୍ଥାନୀୟ ଗୁରୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବନେତା ପ୍ରଶାନ୍ତ କୁମାର କର, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ, ସାଧାରଣ ସମ୍ପାଦକ ଅମରେଶ କୁମାର ମହାରଣା (ଚିଣ୍ଟୁ) , ଆଇନଜିବୀ ପ୍ରଦୀପ କୁମାର ପାଢୀ ଙ୍କ ବହୁ ମହିଳା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ