ଏଚ୍‌ସିଏଲ୍ ପକ୍ଷରୁଏଚ୍‌ସିଏଲ୍‌ଜିଗ୍ସୱ ପ୍ଲାଟଫର୍ମରଶୁଭାରମ୍ଭ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଆମେରିକାର ୧୦ ବିଲିୟନ୍‌ଡଲାରକମ୍ପାନୀଏଚସିଏଲ୍ ପକ୍ଷରୁଭାରତରେ ପ୍ରିମିୟରକ୍ରିଟିକାଲରିଜୋନିଂ ପ୍ଲାଟଫର୍ମ ‘ଏଚ୍‌ସିଏଲ୍‌ଜିଗ୍ସ୍‌ୱ’ରଶୁଭାରମ୍ଭ ସମ୍ପର୍କରେଘୋଷଣାକରାଯାଇଛି ।ଏହା ୬ଷ୍ଠରୁ ୯ମ ଶ୍ରେଣୀରସ୍କୁଲଶିକ୍ଷାର୍ଥୀଙ୍କପ୍ରୋବ୍‌ଲେମ୍‌ସଲ୍ଭିଂସ୍କିଲ୍‌ବୃଦ୍ଧିକରିବାକୁସକ୍ଷମହେବ ।ଏହି ଦୁଇ ପର୍ଯ୍ୟାୟ ପାନ୍‌ଇଣ୍ଡିଆକମ୍ପିଟେଶନ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି ।ଏହି ପ୍ରତିଯୋଗୀତାରେଶିକ୍ଷାର୍ଥୀମାନେ ପୁରସ୍କାରଏବଂବିଭିନ୍ନଗ୍ୟାଡଗେଟସ୍ ଆଦି ୧୬ ଲକ୍ଷଟଙ୍କାମୂଲ୍ୟରବିଜେତାହେବାରସୁଯୋଗହାସଲକରିପାରିବେ ।ଶିକ୍ଷାର୍ଥୀଙ୍ଗଙ୍ଗଙ୍ଗ.ଷମକ୍ଷହସଶଗ୍ଦବଙ୍ଗ.ମକ୍ଟଜ୍ଞମାଧ୍ୟମରେ ୨୦୨୧ ମେ ୩୧ ମଧ୍ୟରେ ପ୍ରତିଯୋଗୀତା ପାଇଁ ପଞ୍ଜିକରଣକରିପାରିବେ ।ଏହାର ଦୁଇରାଉଣ୍ଡକ୍ୱାଲିଫାଏରଭର୍ଚ୍ୟୁଆଲମାଧ୍ୟମରେ ୨୦୨୧ ଜୁନ୍ ୨୪ରୁ ୨୭ ଜୁନ୍‌ମଧ୍ୟରେ ଅନୁଷ୍ଠିତହେବ ।ସେହିପରି ଫାଇନାଲ ୨୦୨୧ ଜୁଲାଇ ୧୭ ଏବଂ ୧୮ରେ ଅନୁଷ୍ଠିତହେବ ।ଏହି ଅବସରରେଏଚ୍‌ସିଏଲ୍‌କର୍ପୋରେଶନ୍‌ରଚିଫ୍‌ଷ୍ଟାର୍ଟେଜି ଅଫିସରସୁନ୍ଦରମହାଲିଙ୍ଗମ୍‌କହିଲେ, ଏଚସିଏଲ୍‌ବ୍ୟକ୍ତିବିଶେଷଙ୍କ ଦକ୍ଷତାବିକାଶସହିତସାମାଜିକବିକାଶଉପରେଗୁରୁତ୍ୱାରୋପ କରିଥାଏ । ୨୧ବିଂଶ ଶତାବ୍ଦୀରେ ଦକ୍ଷତାବିକାଶସହିତଚିନ୍ତାଧାରାରେ ନବୀନତମସମାଧାନ ଏବଂସୃଜନଶୀଳତା ପରିପ୍ରକାଶ ଦ୍ୱାରାକିଭଳିବିଭିନ୍ନପ୍ରୋବେଲମ୍‌ରସମାଧାନ କରାଯାଇ ପାରିବତାହାଉପରେକମ୍ପାନୀଗୁରୁତ୍ୱାରୋପ କରିଥାଏ ।ବିଭିନ୍ନଗବେଷକଶିକ୍ଷାର୍ଥୀମାନଙ୍କ ଦକ୍ଷତାବିକାଶ ପାଇଁ ନିରନ୍ତର ଉଦ୍ୟମ ଅବ୍ୟାହତରଖିଛନ୍ତି ।ଏହାକୁ ଦୃଷ୍ଟିରେରଖିଏଚ୍‌ସିଏଲ୍ ପକ୍ଷରୁସ୍କୁଲଶିକ୍ଷାର୍ଥୀଙ୍କ ଦକ୍ଷତାବିକାଶ ପାଇଁଏଚ୍‌ସିଏଲ୍‌ଜିଗ୍ସ୍‌ୱରଶୁଭାରମ୍ଭ କରାଯାଇଛି ।ଏଚ୍‌ସିଏଲ୍‌ଜିଗ୍ସ୍‌ୱ ପ୍ରତିଯୋଗୀତାରେ ଅଂଶଗ୍ରହଣକରିଥିବାଶିକ୍ଷାର୍ଥୀଙ୍କୁ ୩ଟି ପ୍ରମୁଖ ଆଟ୍ରିବ୍ୟୁଟ୍ସ୍ ଆଧାରରେ ୧୦ ଗୁରୁତ୍ୱପୂର୍ଣ୍ଣ ପାରାମିଟରସହାୟତା ଉପଲବ୍ଧ କରାଇପ୍ରୋବେଲ୍‌ମସମାଧାନ କରାଇବ । ପ୍ରମୁଖ ଆଟ୍ରିବ୍ୟୁଟ୍ସ୍‌ଗୁଡ଼ିକମଧ୍ୟରେରିସର୍ଚ୍ଚସ୍କିଲ୍ ଦ୍ୱାରାଶିକ୍ଷାର୍ଥୀପ୍ରୋବେଲ୍‌ମ ଫର୍ମୂଲେଶନ ଇନଭେଷ୍ଟିଗେଶନ/ ଆକ୍ସନ ପ୍ଲାନ୍‌କରିବାସହିତ ଇନଫର୍ମେଶନ ସଂଗ୍ରହ ଓ ଅର୍ଗାନାଇଜ୍‌କରିବେ ।କମ୍ୟୁନିକେଶନ ପ୍ରୋସେସ୍ ଦ୍ୱାରା ଇନଫର୍ମେଶନ ଆଧାରରେଶିକ୍ଷାର୍ଥୀକଂଟେକ୍ସ୍‌ବୁଝିବାସହିତ ଇନଫର୍ମେଶନରଉଦ୍ଦେଶ୍ୟସମ୍ପର୍କରେ ଅବଗତହୋଇପାରିବେ ।ସେହିପରି ଥିଙ୍କିଙ୍ଗ୍‌କ୍ରିଟିକାଲି ପ୍ରମୁଖ ଆଟ୍ରିବ୍ୟୁଟ୍ସ୍ ଦ୍ୱାରାଶିକ୍ଷାର୍ଥୀ ଇନଫର୍ମେଶନରଇଂଟରପ୍ରେଟ୍‌ସଠିକ୍‌ଭାବେକରିଏହାରସମାଧାନ କରିବାସହିତକନକ୍ଲୁଜନ ବାହାରକରିବେ ।ଏଚ୍‌ସିଏଲ୍‌ଜିଗ୍ସ୍‌ୱରକ୍ୱାଲିଫାଏର ପର୍ଯ୍ୟାୟରେଭାରତବ୍ୟାପୀ ଅନ୍‌ଲାଇନ୍ ଅଲମ୍ପିଆଡ୍ ଅନୁଷ୍ଠିତହେବ ।ଏହି ପର୍ଯ୍ୟାୟରେମଲ୍ଟିପୁଲଚଏସ୍ ପ୍ରଶ୍ନ ପଚରାଯିବ । ପ୍ରତିଗ୍ରେଡ୍‌ରୁ ୨୦ ଶେଷ୍ଠ ପର୍ସେଟାଂଇଲ୍‌ଶିକ୍ଷାର୍ଥୀଙ୍କୁଏଚ୍‌ସିଏଲ୍‌ଜିଗ୍ସ୍‌ୱ ଫାଇନାଲ ପାଇଁଚୟନ କରାଯିବ । ପ୍ରତିଗ୍ରେଡ୍‌ରୁ ୩ ଜଣ ଲେଖାଏଁକରିମୋଟ ୧୨ ଜଣ ଶିକ୍ଷାର୍ଥୀଙ୍କୁବିଜେତାଭାବେଘୋଷଣାକରାଯିବ ।ବିଜେତାଙ୍କୁଗିଫ୍ଟ ପ୍ରାଇଜ୍‌ଏବଂଗ୍ୟାଡଗେଟ୍ସ୍ ପ୍ରଦାନ କରାଯିଏହାସହିତସେମାନଙ୍କୁଏଚ୍‌ସିଏଲ୍‌ଇଞ୍ଜିନିୟରିଂଏବଂଇନୋଭେଶନ ଲ୍ୟାବ୍‌ରେରିୟଲୱାଲ୍ଡପ୍ରୋଜେକ୍ଟରେକାମକରିବାରସୁଯୋଗମିଳିବ ।ସୂଚନାଯୋଗ୍ୟ, ଏଚ୍‌ସିଏଲ୍ ୧୯୭୬ରେ ସ୍ଥାପିତହୋଇଥିଲା ।ଏହା ପ୍ରଥମେ ୮-ବିଟ୍ ମାଇକ୍ରୋପ୍ରୋସେସରକମ୍ପ୍ୟୁଟର ନିର୍ମାଣକରିବାକୁସକ୍ଷମହୋଇଥିଲା । ୧୯୭୮ରେ ଏହା ଅନ୍ତର୍ଜାତୀୟବଜାରରେକାରବାର ଆରମ୍ଭ କରିଥିଲା ।ଟେକ୍ନୋଲୋଜି, ହେଲଥ୍ କେୟାରଏବଂଟ୍ୟାଲେଂଟ୍‌ମ୍ୟାନେଜମେଂଟ ଆଦି କ୍ଷେତ୍ରରେକାର୍ଯ୍ୟକରିଥାଏ ।ଏସବୁକ୍ଷେତ୍ରରେକମ୍ପାନୀରଏଚ୍‌ସିଏଲ୍‌ଇନଫୋସିଷ୍ଟମ୍‌,ଏଚ୍‌ସିଏଲ୍‌ଟେକ୍ନୋଲୋଜିଏବଂଏଚ୍‌ସିଏଲ୍‌ହେଲଥ୍ କେୟାର ଆଦି କାର୍ଯ୍ୟକରୁଛି ।ଏହାରବାର୍ଷିକବାରବାର ୧୦ ବିଲିୟନ୍‌ଡଲାରରହିଛି । ୫୦ ରାଷ୍ଟ୍ରରେଏହାର ୧୫୯,୦୦୦ରୁ ଅଧିକକର୍ମଚାରୀକାର୍ଯ୍ୟକରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ