ଏନଏସଜି ର ମହାନିର୍ଦ୍ଦେଶକ ହେଲେ ଅନୁପ କୁମାର ସିଂହ

(ଯୁଗାବ୍ଦ ନ୍ୟୁଜ ) ଦେଶର ସର୍ବୋଚ୍ଚ ଓ ଦକ୍ଷ ସେନା ବାହିନୀ ଏନଏସଜି ର ମହାନିର୍ଦ୍ଦେଶକ ଭାବେ ୧୯୮୫ ବ୍ୟାଚ ର ଗୁଜରାଟ କ୍ୟାଡରର ବରିଷ୍ଠ ଭାରତୀୟ ପୁଲିସ୍ ଅଧିକାରୀ ଙ୍କୁ ନିଯୁକ୍ତି ଅନୁପ କୁମାର ସିଂହ କରିଛନ୍ତି କେନ୍ଦ୍ର ସରକାର । କାର୍ଯ୍ୟରେ ଯୋଗଦାନ ଦିନରୁ ତାଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ।। ଶ୍ରୀ ସିଂହ ଆସନ୍ତା ବର୍ଷ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଏହି ପଦରେ ରହିବେ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ