କଟାମୁଣ୍ତଧରୀ ଥାନାରେ ହାଜର ହେଲା ସ୍ବାମୀ

କୋଣାର୍କ.ପରକ୍ରିୟା ପ୍ରତୀରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ. କଟାମୁଣ୍ତଧରୀ ଥାନାରେ ହାଜର ହେଲା ସ୍ବାମୀ.ଅଭିଯୁକ୍ତ ସ୍ବାମୀ,

ଅସ୍ତରଙ୍ଗ ଥାନା ରାଇବେରୁଂଆଁ ଗ୍ରାମରେ ଲୋମ ଟାଙ୍କୁରା ଘଟଣା। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀର ନାରକୀୟ କାଣ୍ଡ। ବିଳମ୍ବିତ ରାତିରେ ଗଣେଶ ବେହୁରାକୁ ଅଟକରଖି ପଚାରା ଉଚରା କରୁଛି ପୁଲିସ. ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀର ମୁଣ୍ଡକୁ ଅଲଗା କରି କଟା ମୁଣ୍ଡକୁ ଧରି ନିଜ ସାଇକେଲରେ 8km ବାଟ ନିଶାର୍ଦ୍ଧ ରାତିରେ ଯାଇ ଅସ୍ତରଙ୍ଗ ଥାନା ପହଁଚିଲା ସ୍ୱାମୀ. ବେହୁରା। ପତ୍ନୀ ଅର୍ଣ୍ଣପୁର୍ନ। ସାହୂ ପରିବାର ଓ ରାଇବେରୁଆ ଗ୍ରାମବାସୀ ଅଭିଯୁକ୍ତ ବିରୋଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନବପାଇଁ ଦାବୀ କରିଛନ୍ତି।ଯାହାକୁ ନେଇ ଅସ୍ତରଙ୍ଗ ଅଂଚଳରେ ଚଂଚଲ୍ୟ। ଆଜିସାଇଣ୍ଟିଫିକ ଟିମ ପହଁଚି ତଦନ୍ତ କରିବା ପରେ ଅସ୍ତରଙ୍ଗ ପୋଲିସ ଶବକୁ ଜବତ କରିବା ପରେ ବ୍ୟବଛେଦ ପାଇଁ ପଠାଇଛି. ମ୍ରୁତ ଅର୍ଣପୂର୍ଣାକୁ ଦୀର୍ଘ ଦିନଧରି ଅଭିଯୁକ୍ତ ସ୍ବାମୀ ଗଣେଶ ଯୌତୁକ ନିର୍ଯ୍ୟାତନ ଦେବା ସହ ପରକ୍ରିୟା ପ୍ରିତୀକୁ ନେଇ ସଂଦେହ କରି ଆସୁଥିଲା. ଗଣେଶ ଓଳଙ୍ଗର ଗ୍ରାମର ଅର୍ନପୂର୍ଣାଙ୍କୁ ବିବାହ କରିଥିଲେ. ୮ବର୍ଷର ବିବାହ ପରେ ଉଭୟଙ୍କର ୧୭ ମାସର ଏକ ପୁଅ ମଧ୍ୟ ରହିଛି. ଅଭିଯୁକ୍ତ ସ୍ବାମୀ ଗଣେଶ ଚେନ୍ନାଇରେ ଏକ ତେଜରାତୀ ଦୋକାନ କରିଥିଲେ. ପତ୍ନୀ ମଧ୍ୟ ସହଯୋଗ କରୁଥିଲେ. ଚେନ୍ନାଇରେ ରହିବା ପରେ ଉଭୟଙ୍କ ମଧ୍ୟରେ ସଂପର୍କ ଭଲନଥିଲା ବୋଲି ଗ୍ରାମବାସୀ କହିଛନ୍ତି. ପରକ୍ରିୟା ପ୍ରତିକୁ ନେଇ ପରସ୍ପର ସଂଦେହ କରୁଥିଲେ. ଯାହାକୁ ନେଇ ବଚସା ଲାଗି ରହିଥିଲା. ଗତ ବୁଧବାର ସ୍ବାମୀ ସ୍ତ୍ରୀ ସଂପର୍କରେ ଉଭୟ ପରିବାର ବୁଝାମଣା କରିବା ପରେ ଅର୍ନପୂର୍ଣା ଶାଶୁ ଘର ଆସିଥିଲା. ପୁନଃବାର ଗତକାଲି ରାତିରେ ସ୍ବାମୀ ସ୍ତ୍ରିଙ୍କ ମଧ୍ୟରେ ବଚସା ହେୋଇଥିଲା. ଅଭିଯୁକ୍ତ ନିଜ ପୁଅ କୁ ବାପ ମଆଙ୍କ ଫେରାର କରାଇବା ପରେ ନିଜେ ପତ୍ନିର ମୁଣ୍ତକୁ ଅଲଗା କରି କଟା ମୁଣ୍ତ ଧରି ଥାନାରେ ପହଁଚି ନ୍ୟାୟ ମିଳିଗଲା ବୋଲି କହିଥିଲା. ଥାନା ଅଧିକାରୀ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବା ପରେ କଟା ମୁଣ୍ତ ଓ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଅଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ