କପଡା ଦୋକାନରେ ମହିଳା କପଡା ଟ୍ରାୟଲ କରୁଥିଲେ ସାବଧାନ

ବାଣିଜ୍ୟ ବସତେ ଲକ୍ଷ୍ମୀ । କିନ୍ତୁ ଲକ୍ଷ୍ମୀ ଦୋକାନରେ ଚାଲିଥିଲା ଅଲକ୍ଷ୍ମୀ କାର୍ଯ୍ୟ । ଏଭଳି ଏକ ଲଜ୍ଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଲାଶରେ ଏକ କପଡା ଦୋକାନରେ । ମିଳିଥିବା ଖବର ଅନୁଯାୟୀ ମହିଳା ଜଣକ ନିଜର କପଡା କିଣିବା ପାଇଁ ଏକ କପଡା ଦୋକାନକୁ ଆସିଥିଲେ । କପଡା କିଣିବା ପରେ ସେ ଟ୍ରାୟଲ ରୁମକୁ ଯାଇ କପଡା ଟ୍ରାୟଲ କରୁଥିବା ସମୟରେ ସିସିଟିଭିରେ ରେକଡିଂ କରି ମହିଳାଙ୍କ ପ୍ରାଇଭେସି ସହ ଖେଳ ଖେଳୁଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଦୋକାନରେ ଚଢାଉ କରି ସିସିଟିଭି କ୍ୟାମେରାକୁ ଯାଞ୍ଚ କରିବା ସମୟରେ ପ୍ରକୃତ ତଥ୍ୟ ମହିଳାଙ୍କ ଫୁଟେଜ ସାମ୍ନାକୁ ଆସିଥିଲା ଯୁବତୀ ଙ୍କ ଅଭିଯୋଗ ଆଧାରରେ ଯୁବତୀ ଜଣକ କପଡା ଟ୍ରାୟଲ କରୁଥିବା ସମୟରେ ଗୁପ୍ତ ଭାବରେ ସିସିଟିଭି ଲଗାଇ ଭିଡିଓ ସୁଟ୍ କରି ଲାଇଭ ଭିଜୁଆଲ ଦେଖୁଥିଲେ । ଯୁବତୀଙ୍କ ବୟାନ ଆଧାରରେ ପୋଲିସ ପ୍ରମାଣ କ ୁ ଅଭିଯୋଗ ଓ ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଦୋକାନ ମାଲିକଙ୍କ ବିରୋଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ