କଭିଟ-୯ ଯୋଗୁଁ ବ୍ରହ୍ମପୁର ର ସମସ୍ତ ମସଜିଦ୍ ରେ ତାଲ

ଗଂଜାମ:ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ, କଭିଟ-୯ କରୋନା ଯୋଗୁଁ ସଚେତନ ରହିବା ପାଇଁ, ବ୍ରହ୍ମପୁର ର ଥିବା ୭ ଗୋଟି ମସଜିଦ ରେ, ହେବାକୁ ଥିବା ଶୁକ୍ରବାର ନମାଜ ପାଠ କୁ ମୁସଲିମ୍ ସଖ୍ୟାଲଘୁ ତରଫରୁ, ବଦ୍ଦ କରାଯାଇଅଛି, ରେଶମ ସହର ବ୍ରହ୍ନପୁର ରୋ ବିଭିନ୍ନ ସ୍ଥାନରେ ଥିବା ମସଜିଦ୍ ଜାକର ମୁଖ୍ୟ ଗେଟ୍ ମାନକରେ ତାଲା ପଡିଥିବା ର ଦେଖାଦେଇଛି, ସମସ୍ତ ମୁସଲମାନ ଭାଇମାନଙ୍କୁ ନିଜ ନିଜର ଘରେ ରହି ଶୁକ୍ରବାର ଅର୍ଥାତ୍ ଜୁମ୍ମା ନମାଜ ପାଠ କରିବା ପାଇଁ ମୁସଲିମ୍ ସମ୍ପଦାୟ ର ବିଭିନ୍ନ ଅନୁଷ୍ଟାନ ର କମିଟି ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା ଆଜି ବ୍ରହ୍ମପୁର ର ସମସ୍ତ ମସଜିଦ୍ ରେ ତାଲା ପଡିଥିବା ସହ ସମସ୍ତ ମସଜିଦ୍ ର ଆଖପାଖ ରେ ମଧ୍ୟ ନିଛାଟିଆ ବାତାବରଣ ଦେଖାଯାଇଥିଲା, ବ୍ରହ୍ମପୁର ସହର ର ସମସ୍ତ ମୁସଲମାନ ଭାଇମାନେ ପ୍ରସାସନ ର ଆର୍ଦଶ ଟିକୁ ସୁଚାରୁ ରୂପେ ପାଳନ କରିଥିବାରୁରାଜ୍ୟ ବିଜେଡି ସଖ୍ୟାଲଘୁ ସେଲ୍ ର ସମ୍ପାଦକ ମହମ୍ମଦ୍ ଫାଇଜ୍ ଖା ସମସ୍ତ ମୁଁସଲମାନ ଭାଇ ମାନକୁ ଧନ୍ୟବାଦ ଜଣାଇବା ସହ ଆଗାମି ଦିନରେ ପ୍ରସାସନ କୁ ସହୋଯଗ କରିବା ପାଇଁ ଅପିଲ୍ କରିଛନ୍ତି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ