କରତ କୁ ନେଇ ବିପଜ୍ଜନକ ଜଗଲିଂ

ସର୍କସ୍ରେ ଜୋକର୍ ଏକାଧିକ ବଲ୍କୁ ଦୁଇ ହାତରେ ଜଗଲିଂ କରିବା ସମୟରେ ବେଶ୍ ମଜା ଲାଗିଥାଏ । ତେବେ ଜଣେ ଏଭଳି ଜିନିଷକୁ ଧରି ଜଗଲିଂ କରିଛନ୍ତି, ଯାହାକୁ ଦେଖିଲେ ଡର ଲାଗେ । ଫିନ୍ଲାଣ୍ଡର ଜେନ୍ ମୁଷ୍ଟୋନେନ୍ ନାମକ ଏହି ବ୍ୟକ୍ତି ଜଣଙ୍କ ମୋଟର ଚାଳିତ ଚେନ୍ସ’ ବା କରତ, ସେ ପୁଣି ଏକାଥରେ ୩ଟି କରତକୁ ନେଇ ଜଗଲିଂ କରିଛନ୍ତି । ତିନୋଟି କରତକୁ ସେ ସର୍ବାଧିକ ୯୮ଥର ଜଗଲିଂ କରି ଗିନିଜ୍ ୱାର୍ଲଡ୍ ରେକର୍ଡ ମଧ୍ୟ କରିଛନ୍ତି । ୨୦୧୮ ଜୁଲାଇ ୨୮ରେ ସେ ଉକ୍ତ ରେକର୍ଡ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ