କଳାହାଣ୍ଡି ରେ ପ୍ରଥମ କରୋନା ସନ୍ଦିଗ୍ଧ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ

କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ଜଣେ ପ୍ରବାସୀ ଦାଦନ ଯୁବକ ବୟସ (୩୫) ଙ୍କ ଆଜି ଜିଲ୍ଲା କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ ହାବଶପୁର ର କ୍ୱାରେଣ୍ଟଟାଇନ ଗୃହ ରେ ଥିଲେ ତାଙ୍କ ସ୍ୱାସ୍ଥଵସ୍ଥା ଖରାପ ହେବାରୁ ତାଙ୍କୁ ସୋମବାର ଜିଲ୍ଲା କୋଭିଡ଼ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ତେବେ ଆଜି ତାଙ୍କ ଚିକିତ୍ସାଧିନ ଅବସ୍ଥାରେ ରେ ମୃତ୍ୟୁ ହୋଇଥିବା ଡ଼ ନିହାରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ତାଙ୍କ ସ୍ୱାବ ରିପୋର୍ଟ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ରିପୋର୍ଟ ଆସିବା ପରେ ମୃତ୍ୟୁ ପଛ ର କାରଣ ସ୍ପଷ୍ଟ ହେବା ନେଇ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ