କୁଇକନ୍ଧ ଉନ୍ନୟନ ସମିତି ପକ୍ଷରୁ ନୂତନ କର୍ମ କର୍ତ୍ତା ପାଇଁ ବୈଠକ

ମୋହନା,(ଅଂଶୁମାନ ପଣ୍ଡା): ମୋହନା ବ୍ଲକ ସ୍ଥାନିୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଛି | ଏଥିରେ ଜିଲ୍ଲାର ସମସ୍ତ କୁଇକନ୍ଦ ମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଛି | ପ୍ରତ୍ୟକ ବର୍ଷ ଡିସେମ୍ବର ମାସର ୧୧ ତାରିଖରେ ଗୋଟିଏ ସ୍ଥାନରେ ହଜାର ହଜାର ଜନ ସମାଗମ ହୋଇ ବର୍ଷକ ଉତ୍ସବ ପାଳନ କରାଯାଇଥାଏ | ହେଲେ ଏହି ବର୍ଷ ମହାମାରୀ କୋରନା ପାଇଁ ଏହି ବର୍ଷ ସଙ୍ଘ ପାଳନ କରିହେବନି | ବର୍ଷକ ଉତ୍ସବ ଏହା ସହ ଜାନୁଆରୀ ମାସ ୧୧ରେ ସଙ୍ଘର ନୂତନ କର୍ମକର୍ତା ଓ ୧୮ ଜଣିଆ କମିଟି ଜିଲ୍ଲାର ସଭାପତି ଚୟନ କରାଯିବ ବୋଲି କୁଇକନ୍ଧ ଉନ୍ନୟନ ସମିତି ପକ୍ଷରୁ ନିଷ୍ପତି ନିଆଯାଇଛି | ଏହା ସହ କିଛି ଉର୍ଣ୍ଣତି ମୂଳକ କାମ ପାଇଁ ଏକ ଦାବି ପତ୍ର ପ୍ରଦାନ କରାଯିବ ତସିଲି ଦାରଙ୍କୁ ବୋଲି ଉପସ୍ଥିତ ଥିବା ଜିଲ୍ଲା ପରିଷଧ ମେମ୍ବର ସରପଞ୍ଚ ସମିତି ସଭ୍ୟ ଓ ବହୁ ପଦ ଅଧିକାରୀ ମାନେ ନିଷ୍ପତ୍ତି ନେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ