କୁକୁଡାଖଣ୍ଡି ରେ ନୂତନ ତହସିଲଦାର ଙ୍କ ଯୋଗଦାନ

କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):କୁକୁଡାଖଣ୍ଡି ତହସିଲ ରେ ସପନ କୁମାର ସାହୁ ନୂତନ ତହସିଲଦାର ରୂପେ ଯୋଗଦାନ କରିଛନ୍ତି ! ଶ୍ରୀ ସାହୁ ପୂର୍ବରୁ ଦେବଗଡ଼ ଜିଲ୍ଲା ରେ ଡେପୁଟି କଲକ୍ଟର ଭାବେ କାର୍ଯ୍ୟ କରୁଥିଲେ ! ଶ୍ରୀ ସାହୁ ଙ୍କୁ ତହସିଲ ର ସମସ୍ତ କର୍ମଚାରୀ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ ! ଶ୍ରୀ ସାହୁ ତହସିଲ ରେ ଯୋଗ ଦେବା ପରେ ତହସିଲ ରେ ଥିବା ବିଭିନ୍ନ ସମସ୍ୟା ର ସମାଧାନ କୁ ପ୍ରାଥମିକତା ଦେଇ କାର୍ଯ୍ୟ ଓ ସାଧାରଣ ଜନତା ଙ୍କ କୌଣସି ଅସୁବିଧା ନ ହେବ ସେଥିପ୍ରତି ଦୃଷ୍ଟି ଦେବି ବୋଲି କହିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ