କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡାମାଡ

ଜଗତସିଂହପୁର, (ଅଭିଷେକ ତ୍ରିପାଠୀ):ଦେଶରେ କେନ୍ଦ୍ର ଶାସନ ପରେ ହୁହୁ ହୋଇ ବଢି ଚାଲିଥିବା ତୈଳଦର ବୃଦ୍ଧି, ଅତ୍ୟାବଶ୍ୟକସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ଉତ୍ତର ପ୍ରଦେଶରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଚାଷି ଭାଇ ମାନଙ୍କୁ ହତ୍ୟା କରିବା ଘଟଣା ମନ୍ତ୍ରୀ ମହୋଦୟ ଇସ୍ତଫା ଦେବା ପ୍ରତିବାଦରେ ଏବଂ ଯେଉଁ ଭଳି ଭାବେ କଙ୍ଗନା ରାନୱାତ ଦେଶର ସ୍ଵାଧୀନତା ଉପରେ ପ୍ରଶ୍ନ କରିବା ସହିତ, ସ୍ଵାଧୀନତା ଏକ ଭିକ୍ଷା ଥିଲା କହି ସାରା ସ୍ବାଧିନତା ସଂଗ୍ରାମୀ ଓ ବଳୀଦାତା ମାନଙ୍କୁ ଅପମାନିତ କରିଛନ୍ତି ତାହାର ପ୍ରତିବାଦରେ କେନ୍ଦ୍ର ସରକାର ତାଙ୍କଠାରୁ ପଦ୍ମଶ୍ରୀ ପୁରଷ୍କାର ଫେରସ୍ତ ନେବା ଦାବିରେ ବିଜେପିର କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ଜଗତସିଂହପୁର ଜିଲ୍ଲା, ନାଉଗାଁ ବ୍ଲକ ଅଙ୍ଗେଶ୍ବରପଡା ଗସ୍ତକୁ ବିରୋଧ କରି ଛାତ୍ରକଂଗ୍ରେସ ରାଜ୍ୟ ଉପସଭାପତି ସୁନିଲ କୁମାର ମାଟିଆଙ୍କ ନେତୃତ୍ୱରେ ଜିଲ୍ଲା ଛାତ୍ର କଂଗ୍ରେସ କଳାପତକା ସହିତ ଅଣ୍ଡାମାଡ ଓ ବିରୋଧ ପ୍ରଦର୍ଶନ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ