କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଆରମ୍ଭ

ନୂଆଦିଲ୍ଲୀ – ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି । ବୈଠକରେ ୨୦୨୧ ର ଜନଗଣନା ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର କୁ ମଞ୍ଜୁରୀ ମିଳିପାରେ । ଏଥିପାଇଁ କେନ୍ଦ୍ରସରକାର ୮୫୦୦ କୋଟି ଟଙ୍କାର ବଜେଟକୁ ମଞ୍ଜୁରୀ ଦେଇପାରନ୍ତି। ନାଗରିକତା ଆଇନ୍ ଏବଂ ଏନଆରସି ଉପରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ରାଜଧାନୀ ଦିଲ୍ଲୀରେ କେନ୍ଦ୍ରୀୟ କ୍ୟାବିନେଟର ବୈଠକ ଆରମ୍ଭ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ