ଖାଁ ଖାଁ ଶୈବ ପୀଠ

ମୋହନା, (ଅଂଶୁମାନ ପଣ୍ଡା): ପୁରାଣ ଅନୁସାରେ ଶ୍ରାବଣ ମାସରେ ବିଷ୍ଣୁ ନିଦ୍ରାରେ ରୁହନ୍ତି ଏହି ସମୟରେ ଭଗବାନ ଶିବ ଧରାପୃଷ୍ଟ୍ ଉଲହି ଭକ୍ତଙ୍କ ଡାକ ଶୁଣନ୍ତି ତେଣୁ ଏଇ ଧାରାଶ୍ରାବଣରେ ଶିବଙ୍କୁ ଜଳ ଅଭିଶକ୍ କରି ଯା ମାଗିଲେ ନୀଳକଣ୍ଠ ମନ ଜାଣି ବର ଦିଅନ୍ତି ଗୁରୁପର୍ଣ୍ଣମା ଠାରୁ ଶ୍ରାବଣ ପୂର୍ଣ୍ଣମା କାଉଟିଆଙ୍କ ଭିଡ଼ ଜମିଥାଏ ପ୍ରତେକ ଶିବ ମନ୍ଦିରରେ, କିଏ କେତେ ଦୂରରୁ ପାଣି ଭାର ନେଇ ଆସିଥାନ୍ତି ଶିବଙ୍କ ଉପରେ ଜଳ ଅଭିଶେଖ ପାଇଁ କିନ୍ତୁ ଏଇ ବର୍ଷ ଲାଗିବନି ଭୋଳାର ମୁଣ୍ଡରେ ଜଳ ଅଭିଷେକ । ସରକାରଙ୍କ ନିୟମକୁ ମାନି କୋଣସି କାଉଡ଼ିଆ ଜଳ ଯାତ୍ରା କରିପାରିବେନି । କରୋନାକୁ ଆଖି ଆଗରେ ରଖି ଏଇ ନିୟମ କରିଛନ୍ତି ରାଜ୍ୟ ସରକାର ତେଣୁ ଗଜପତି ଜିଲ୍ଲା ମୋହନା ବ୍ଲକରେ ଗତ ବର୍ଷ ୩ ହଜାରରୁ ଉର୍ଦ୍ଧକାଉଡ଼ିଆ ଥିଲେ କିନ୍ତୁ ଏଇ ବର୍ଷ କାଉଡ଼ିଆଙ୍କୁ ଦେଖିବାକୁ ମିଳିବନି । ଶିବ ମନ୍ଦିର ଖାଁ ଖାଁ ରହିଛି ଏବଂ ମନ୍ଦିରରେ ତାଲା ଝୁଲୁଛି ନିଜ ମନରେ ନିଜ ଘରେ ପୂଜିବେ ଶିବଙ୍କୁ କାଉଡ଼ିଆ ବିପଦରୁ ଉଦ୍ଧାର କରିବେ ବାବା ଭୋଳାସଙ୍କର ବୋଲି ଭକ୍ତ କହିଛନ୍ତି ଅଡବା, ଚାନ୍ଦିପୁଟ, ଚନ୍ଦ୍ରଗିରି, ପାଣିଗଣ୍ଡା, ବିରିକୁଟୁ, ଲୁହାଗୁଡି ଆଦି ଅଞ୍ଚଳରେ ଭକ୍ତଙ୍କ ଜଳ ଅଭିଷେକ ବନ୍ଦ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ