ଗଂଜାମ ର ପିଛା ଛାଡ଼ୁନି କରନା ମୃତୁ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍);ଗଂଜାମ ରେ କିଛି ଦିନ ଧରି କରନା ରୋଗୀ ସଂଖ୍ୟା କମିବାରେ ଲାଗି ଥିବା ବେଳେ ଗତ କିଛି ଦିନର ରିପୋର୍ଟ ଦେଖିଲେ ଗଂଜାମ ରେ ମୃତୁ ସଂଖ୍ୟା ବଢି ବା ରେ ଲାଗି ଛି |ପ୍ରଥମେ ଗଂଜାମ 2 ମାସ ଧରି ଗ୍ରୀନ ଜୋନ ରେ ଥିବା ବେଳେ ପରେ ପରେ ରେଡ ଜୋନ ରେ ପରିଣତ ହୋଇ ଥିଲା |କିନ୍ତୁ ପ୍ରଥମେ ପ୍ରଥମେ ମୃତୁ କମ ପରିମାଣ ର ଥିବା ବେଳେ ଏବେ ୨ ରୁ ୩ ଦିନ ହେବ ୫ ରୁ ୬ ଜଣ ପ୍ରତେକ ଦିନ ମୃତୁ ବରଣ କରୁ ଛନ୍ତି |ତେବେ ପ୍ରଶାସନ ର କହିବା କଥା ଜେ ଲୋକ ଲକ୍ଷଣ ଲୁଚାଉ ଥିବା ବେଳେ ଶେଷ ମୁହୂର୍ତ୍ତ ରେ ମେଡିକାଲ ଆସୁ ଥିବାରୁ ମୃତୁ ବରଣ କରୁ ଛନ୍ତି |


