ଗଜପତି ଜିଲ୍ଲାପାଳ ଙ୍କ ଅଚାନକ ମୋହନା ଗସ୍ତ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଆଦିବାସି ଅଂଚଳର ଲାଗି ରହିଥିବା ତିନୋଟି ଜିଲ୍ଲା ର ସୀମା ଜିଲ୍ଲାପାଳ ଏହି ୩ ଟି ଜିଲ୍ଲାର ସୀମା ଗଂଜାମ,ରାୟଗଡା,କନ୍ଧମାଳ ଏହି ୩ ଟିଜାଗାରେ ହେବାକୁ ଥିବା ତନାଘନା ଫାଟକ ଗୃହ ପରି ଦର୍ଶନ କରିଥଲେ । ଏହା ସହ ଅଂଚଳର ରହିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କରାଇଣ୍ଟାନ ଗୃହ ବୁଲି ପରିଦର୍ଶନ କରିଛନ୍ତି । ଏବଂ ସୀମା ଗୁଡିକରେ ନିର୍ମାଣ ହେବାକୁ ଥିବା ଫାଟକ ସହ ସିସିଟିଭି ଲାଗିବ କୁ  ଥିବା ପରିକ୍ଷି ଦେଖି ଫେରିଛନ୍ତି । ଏହି ଗସ୍ତରେ ଜିଲ୍ଲାପାଳ ଅନୁପମ ସାହା,ଜିଲ୍ଲା କର୍ମଚାରି,ମୋହନା ବିଡିଓ ବଂଶି ଧର ଖୋସଲା,ସରକାରୀ  ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ,ତହସିଲ ଦାର କଲ୍ୟାଣି ସଂଘ ମିତ୍ରା ଦେବି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ