ଗଞ୍ଜାମ ପୋଲିସ୍ ପକ୍ଷରୁ ୩ ଲକ୍ଷ ୪୧ ହଜାର ୫୦୦ ଟଙ୍କା ଜରିମାନା ଆଦାୟ

ଛତ୍ରପୁର (ଦେବଦତ୍ତ ମହାରଣା): ଗତ ୨୪ ଘଂଟା ମଧ୍ୟରେ ଗଞ୍ଜାମ ପୁଲିସ ପକ୍ଷରୁ ବିଭିନ୍ନ ଥାନା ଅଂଚଳରେ ଯାଂଚ୍ କରାଯାଇ ଟ୍ରାଫିକ୍ ନିୟମ ଅବମାନନା ଏବଂ ବିନା ମାସ୍କଧାରୀଙ୍କ ଠାରୁ ୩ଲକ୍ଷ ୪୧ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ତିନି ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ସିଜ୍ କରାଯାଇଛି । ସେହିପରି ପୁଲିସ ଜିଲ୍ଲାର ବିଭିନ୍ନ ଥାନାରେ ୩ଟି ଅବକାରୀ ମାମଲା ରୁଜୁ କରାଯାଇ ୨୧.୫ ଲିଟର ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ