ଗଧ ଉପରେ ଭ୍ରାମ୍ୟମାଣ ଲାଇବ୍ରେରୀ

କଲମ୍ବିଆର ଦୁର୍ଗମ ଗୁୟା ଅଞ୍ଚଳରେ ସେରୋନୟୋ ନାମକ ଜଣେ ବ୍ୟକ୍ତି ଆରମ୍ଭ କରିଛନ୍ତି ଏକ ଅଜବ ଲାଇବ୍ରେରୀ । ଗଧ ଉପରେ ବୁଲି ବୁଲି ସେ ପାଠକଙ୍କୁ ବିଭିନ୍ନ ପ୍ରକାର ପୁସ୍ତକ ଯୋଗାଇ ଦେଉଛନ୍ତି । ଏହାର ନାମ ସେ ସ୍ଥାନୀୟ ଭାଷାରେ ବିଲିୟେ ବୁରୋ ରଖିଛନ୍ତି । ଏହାର ଅର୍ଥ ହେଉଛି ଗଧ ଲାଇବ୍ରେରୀ । ମାତ୍ର ୭୦ଟି ପୁସ୍ତକରୁ ସେ ଏହି ଲାଇବ୍ରେରୀ ଆରମ୍ଭ କରିଥିବାବେଳେ ଏବେ ତାଙ୍କ ପାଖରେ ୪୮ଟି ଶହ ବିଭିନ୍ନ ପ୍ରକାର ପୁସ୍ତକ ରହିଛି । ଏଥିପାଇଁ ସେଠ ପାଠକମାନଙ୍କୁ ଫି’ ନେଇଥାନ୍ତି ।ପୁଣି ଦିନେ ଦୁଇଦିନ ପରେ ଆସି ନୂଆ ପୁସ୍ତକ ଦେଇ ପୁରୁଣା ପଢ଼ା ହୋଇଥିବା ପୁସ୍ତକ ପାଠକଙ୍କଠାରୁ ନିଅନ୍ତି ଦିରୋନୟା । ଏବେ ତାଙ୍କ ଲାଇବ୍ରେରୀର ଚାହିଦା ଧୀରେ ଧୀରେ ବୃଦ୍ଧି ପାଉଥିବା ସିରୋନୟା କୁହନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ