ଗୀତାଞ୍ଜଳି ର ୧୬ ତମ ବାର୍ଷିକ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ର ୧୬ ତମ ବାର୍ଷିକ ବୈଠକ ସ୍ଥାନୀୟ ଏମ୍ପାୟାର ହୋଟେଲ ଠାରେ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ ବୈଠକ ରେ ୨୦୨୩-୨୪ ପାଇଁ ସଭାପତି ଭାବେ ସୁଭାଷ ଚନ୍ଦ୍ର ମୁଖାର୍ଜୀ,ଉପସଭାପତି ଭାବେ ହର୍ଷବର୍ଦ୍ଧନ ଭରଦ୍ୱାଜ, ସାଧାରଣ ସମ୍ପାଦକ ଭାବେ ତପନ କୁମାର ରାହା, ସାଂସ୍କୃତିକ ସମ୍ପାଦକ ସୋମନାଥ ମିଶ୍ର ଓ କୋଷାଧକ୍ଷ ଭାବେ କମଲେସ ଚନ୍ଦ୍ର ସିନ୍ନା ନିର୍ବାଚିତ ହୋଇଛନ୍ତି. ସେହିପରି କାର୍ଯ୍ୟକାରି କମିଟି ରେ ଛାୟାନ ଚକ୍ରବର୍ତ୍ତୀ, ରୁପା ପାଲ, ଅରିନ୍ଦମ ବିଶ୍ୱାସ,ସାଇବାଲି ପାଲ ଅଛନ୍ତି. ଉପଦେଷ୍ଟା ଭାବେ ଡ଼ ସଜାଲେନ୍ଦୁ ମାଲକାର, ଲକ୍ଷ୍ମୀ କାନ୍ତ ପାଲିତ, ଉଦୟନ ବୋଷ ଓ ପରିମାଲ ମାଲକାର କାର୍ଯ୍ୟଭାର ଗ୍ରହଣ କରି ଛନ୍ତି.ଅନୁଷ୍ଠାନ ର ଆବାହକ ଭାବେ ସୁଜାତା ରାହା ନିର୍ବାଚିତ ହୋଇ ଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ତପନ କୁମାର ରାହା ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ