ଗୀତା ଜ୍ଞାନ ଯଜ୍ଞ

ବ୍ରହ୍ନପୁର,(ଯୁଗାବ୍ଦନ୍ୟୁଜ)- ପବିତ୍ର ମାଘସପ୍ତମୀ ଉପଲକ୍ଷେ ମଙ୍ଗଳବାର ସଂଧ୍ୟାରେ ଗୋକୁଳ ଧାମରେ ମାରୁତି ସତସଂଘ ଭକ୍ତ ମାନଙ୍କ ଦ୍ୱାରା ସୁନ୍ଦରା କାଣ୍ଡପାରାୟଣ,ହନୁମାନ ଚାଳିଶା ପାଠ ଓ ଭଜନ କୀର୍ତ୍ତନ ପରେ ବ୍ରହ୍ମଚାରୀ ଅନୁରାଗ ଚୌତନ୍ୟଙ୍କ ଦ୍ୱାରା ଗୀତାର ଦ୍ୱିତୀୟ ଅଧ୍ୟାୟର ପାଞ୍ଚଟି ଶୋ୍‌ଲକ ସମୁହ ପାଠ ସହ ସରଳଭାବେ ବର୍ଣ୍ଣନା କରିଥିଲେ । ରାଧା କୃର୍ଣ୍ଣ ରୁକ୍ମଣୀ ମାଙ୍କୁ ୧୦୮ ଆଳତୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ରାଉତ,ସହଦେବ ପାତ୍ର,କେଦାର ଚୌଧୁରୀ,ପ୍ରସନ୍ନ ନାହିକ ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ