ଗୋକୁଳ ଧାମରେ ବଡ ଏକାଦଶୀ ପାଳିତ

ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ବୁଧବାର ଗୋକୁଳ ଧାମରେ ବଡ ଏକାଦଶୀ ଉପଲକ୍ଷେ ମାରୁତି ସତସଙ୍ଗ ଭକ୍ତ ମାନଙ୍କ ଦ୍ୱାରା ସୁନ୍ଦରା କାଣ୍ଡ ପାରାୟଣ,ବିଣ୍ଣୁ ସହସ୍ର ନାମ ଉଚ୍ଚାରଣରେ ୧୦୮ ତୁଳସୀ ଅର୍ପଣ ପରେ ମନ୍ଦିରର ପୂଜାରୀ ୧୦୮ ଆଳତୀ କରିଥିଲେ । ଏହା କାର୍ଯ୍ୟକ୍ରମରେ ଜଗନ୍ନାଥ ରାଉତ,କେଦାର ଟୌଧୁରୀ,ସହଦେବ ପାତ୍ର,ପ୍ରସନ୍ନ ନାୟକ ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ