ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କଲେ ମହାମହିମ ରାଜ୍ୟପାଳ

ଜଗତସିଂହପୁର, (ଅନସୂୟା ରାଉତ) :-ଆଜି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନ ଭ୍ରମଣ କରିଛନ୍ତି ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶିଲାଲ୍ । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବଣିତ ଗୋରଡ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ତଥା ବାଲିକୁଦାର ରାହାଣ ହାଇସ୍କୁଲର ସମାରୋହରେ ଯୋଗଥିଲେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶିଲାଲ୍ ମହୋଦୟ । ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବିଧିବ୍ୟବସ୍ଥା କରାଯାଥିଲା । ମହାମହିମ ରାଜ୍ୟପାଳଙ୍କୁ ସବୁଠାରେ ଉଚ୍ଛ୍ବସିତ ସମ୍ବଦ୍ଧିର୍ତ କରାଯାଇ ଥିବାର ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲାର ବାଲିକୁଦା ପୁଲିସ ଓ ତିର୍ତ୍ତୋଲ ପୁଲିସଙ୍କୁ ସବୁ ମହଲରୁ ପ୍ରଶଂସିତ କରାଯାଇ ଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ