ଜଳଛତ୍ର ର ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଆନନ୍ଦ ବଜାର pବସ୍ତି ଅଞ୍ଚରେ ସ୍ୱାସ୍ଥ୍ୟ, ପରିମଳ ପାଇଁ କାର୍ଯ୍ୟ କରୁଥିବା ବାବା ଲୋକନାଥ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଏକ ଜଳ ଛତ୍ର ଆରମ୍ଭ କରାଯାଇଛି. ଏହି ଜଳ ଛତ୍ରରେ ପଥ ଚାରି ମାନଙ୍କୁ ପାଣି, ଦହି ସର୍ବତ ଓ ଓ ଆର ଏସ ଦ୍ରବଣ ବଣ୍ଟନ କରାଯାଉଛି.ସ୍ନେହଲତା ନାୟକ, ପୂର୍ଣ୍ଣିମା ଦାସ, କଳ୍ପନା ସାହୁ, ସ୍ଵର୍ଣ୍ଣଲତା ଘୋଷ ଓ ମହିଳା ଆରୋଗ୍ୟ ସମିତିର ସଭ୍ୟା ମାନେ ଏହି ଜଳ ଛତ୍ର କୁ ପରିଚାଳନା କରୁଛନ୍ତି.