ଜେଡ୍ ପ୍ଲସ ସୁରକ୍ଷା ନେବେ ନାହିଁ ସମାଜସେବୀ ଆନ୍ନା ହଜାରେ !

ମୁମ୍ୱାଇ- ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ସମାଜସେବୀ ଆନ୍ନା ହଜାରେ ସେ ଏହି ଚିଠିରେ ଉଲ୍ଲେଖକରିଛନ୍ତି ଯେ, ମୋର କୌଣସି ସୁରକ୍ଷା ଆବଶ୍ୟକତା ନାହିଁ । ଯଦି ମୋ ସହ କିଛି ଦୁର୍ଘଟଣା ଘଟେ ତାହେଲେ ମୁଁ ଏଥିପାଇଁ ଦାୟୀ ରହିବି । ସୂଚନାଥାଉକି ଆନ୍ନା ହଜାରେ ନିଜ ଗାଁ ରାଲେଗଣ ସିଦ୍ଧିରେ ଡିସେମ୍ୱର ୨୦ ତାରିଖରୁ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ମୌନ ବ୍ରତ ଧାରଣ କରିଛନ୍ତି । ରାଜ୍ୟ ସରକାର ନିକଟରେ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷାରେ ଅଦଳବଦଳ କରିବା ନେଇ ନିଷ୍ପତ୍ତି ନେଇଥିଲେ । ଯେଉଁଥିରେ ଆନ୍ନାଙ୍କ ୱାଇ ଶ୍ରେଣୀ ସୁରକ୍ଷାକୁ ବଢାଇ ଜେଡ୍ ପ୍ଲସ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ