ଟାଉନ ଥାନାର ନୂତନ ଥାନାଅଧିକାରୀଙ୍କ ଯୋଗଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଟାଉନ ଥାନାରେ ନୂତନ ଥାନା ଅଧିକାରୀ ଭାବେ ଇନିସପେକ୍ଟର ଦିଲ୍ଲିପ କୁମାର ସାହୁ ଯୋଗଦେଇଛନ୍ତି । ଇନିସପେକ୍ଟର ଶ୍ରୀ ସାହୁ ଏଥିପୂର୍ବରୁ ଆଳି ଥାନାରେ ଥାନାଧିକାରୀ ଭାବେ କାର୍ଯ୍ୟରତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ