ଡକାୟତ ଗ୍ୟାଙ୍ଗ ଗିରଫ
କଳାହାଣ୍ଡି,(ଓ୍ବାଇଏନ୍ଏସ୍):ଜୁନାଗଡ ପୋଲିସ ଦ୍ୱାରା ଏକ ଡକାଇତ ଗ୍ୟାଙ୍ଗକୁ ଗିରଫ କରାଯାଇଅଛି। ସେମାନେ ଏକାକୀ ରାସ୍ତାରେ ମୋଟରସାଇକେଲରେ ଯାତ୍ରା କରୁଥିବା ସଂଗ୍ରହ ଏଜେଣ୍ଟମାନଙ୍କୁ ଏବଂ ବ୍ୟାଙ୍କରୁ ନଗଦ ଟଙ୍କା ନେଇଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ।୫ ଜଣ ଡକାୟତ ଗିରଫ ସେମାନଙ୍କ ପାଖରୁ ୩ ଟି ମୋଟରସାଇକେଲ୍ ଜବତ ହୋଇଥିବା ବେଳେ ଚୋରି ଟଙ୍କା ମଧ୍ୟ ଜବତ ହୋଇଛି |


