ତାକରଡା ଗ୍ରାମପଞ୍ଚାୟତର ବେଆଇନ ଦେଶୀ ମଦ ବିକ୍ରି
ଶେରଗଡ,(ଶେରଗଡରୁ ଦେବୀ ପ୍ରସାଦ ଦାଶ):ଶେରଗଡ ବ୍ଲକ ଅନ୍ତର୍ଗତ ତାକରଡା ଗ୍ରାମପଞ୍ଚାୟତର ତାକରଡା ଗ୍ରାମର ବେଆଇନ ଦେଶୀ ମଦ ବିକ୍ରି କରୁଥିବା ଦୁଇଜଣଙ୍କୁ ଗୁରୁବାର ସନ୍ଧ୍ୟାରେ ତହସିଲଦାର ଡଃ ଦୟାସିନ୍ଧୁ ପରିଡା ଓ ଟିମ ସହ ପୋଲିସର ମିଳିତ ଚଡାଉ ରେ ଭଣ୍ଡାରୀ ସାହିର କାଳିଆ ଡାକୁଆ ଓ ବଡଦାଣ୍ଡ ସାହିର କହ୍ନେଇ ପାତ୍ରଙ୍କ ଠାରୁ ବ୍ୟାଗରେ ଭର୍ତି ହୋଇଥିବା ପ୍ୟାକେଟ ମଦ ଜବତ ହୋଇଛି ।ପ୍ରକାଶ ଥାଉକି ପିତ୍ତଳ, ଗୋଠଗାଁ ଓ ଧନନ୍ତର ପରେ ପୁଣି ତାକରଡାରେ ଦେଶି ମଦ ଜବତ କୋରାନା ପାଇଁ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ କିନ୍ତୁ ମଦ ବେପାରୀଙ୍କ କଚେପୁଅ ବାର ଲକଡାଉନ ପାଇଁ ସମସ୍ତ ଭାଟି ବନ୍ଦ ଥିବାବେଳେ ମଦ କେଉଁଠୁ ଆସୁଛି ଓ ଏତେ କଟକଣା ସତ୍ତ୍ୱେ କିଏ ଯୋଗାଉଛି


