ଗଂଜାମ, (ଯୁଗାବ୍ଦ ନ୍ୟୁଜ) :ତାରାତାରିଣୀରେ ଟ୍ରକ-ବସ୍ ମୁହାଁମୁହିଁ ହୋଇଛନ୍ତି। ଜଣେ ଗୁରୁତର ହୋଇଥିବା ବେଲେ ୭ ଜଣଆହତ ହୋଇଛନ୍ତି। ସମସ୍ତଙ୍କୁ ପୁରୁଷୋତ୍ତମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲସରାରୁ କିଛି ଭକ୍ତ ତାରାତାରିଣୀ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି। ଘଟଣାସ୍ଥଳେ ପୋଲିସର ତଦନ୍ତ ଜାରି ରହିଛି ।