ଦକ୍ଷିଣ ଓଡିଶା ରୁ ପ୍ରଚାର ମଙ୍ଗ ଧରିଲେ ନବୀନ

ସରିଲା ପ୍ରର୍ଥୀପତ୍ର ଦାଖଲ ନେତା ଏବେ ପ୍ରତାର ମୁହାଁ ସେହିକ୍ରମରେ ଆଜି ଦକ୍ଷିଣ ଓଡିଶା ରେ ପ୍ରଚାରର ମଙ୍ଗ ଧରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବ୍ରହ୍ମପୁରର କନିଷି ସାଧାରଣ ସଭା ରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି କନିଷି ସଭା ସମ୍ବୋଦିତ କରି ମବୀନ କେନ୍ଦ୍ରସରକାର ଉପରେ ବିଶୋଦଗାର କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ସବୁବେଳେ ରାଜ୍ୟ କୁ ଅବହେଳା କରି ଆସିଛନ୍ତି ଏବେ ନିର୍ବାଚନ ଥିବାରୁ ଭୋଟ ମାଗିବା ପାଇଁ ଓଡିଶା ଆସୁଛନ୍ତି ବିଜେପି ନେତା ମାନେ ନିଜ ଅଭିଭାଷଣ ରେ ଆହୁରି କହିଛନ୍ତି ରାଜ୍ୟ ରେ ତିତିଲ୍ି,ମରୁଡି ବେଳେ ଆସିଲେନି ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଦେଖାଦେଉଛନ୍ତି ଏହି ନେତା ମାନେ । କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ଅବହେଳା କରି ଆସୁଛନ୍ତି ସେ କେନ୍ଦ୍ର ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ଯେ ସୀତାପଲ୍ଲୀ କାରଖାନା, ମହିଳା ଙ୍କୁ ୩୩ ପ୍ରତିଶତ ସଂରକ୍ଷଣ କୁଆଡେ ଗଲା ବୋଲି ପଚାରିଛନ୍ତି । ଏହି ଭଳି ଭାବେ ଅନେକ ପ୍ରଶ୍ନ କରି କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି ନବୀନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ