ଦୁଇ ଦିନରେ ୭.୧୫କୋଟି ଆୟ କଲା ଫିଲ୍ମ ‘ଜବରିୟା ଯୋଡି’

ଫିଲ୍ମ ଫ୍ରାଇଡେ ରେ ରିଲିଜ ହୋଇଥିବା ସିର୍ଦ୍ଧାଥ ଓ ପରିଣିତି ଙ୍କ ଅଭିନୀତ ଫିଲ୍ମ ‘ଜବରିଆ ଜୋଡି’ ର ଆଜି ତୃତୀୟ ଦିନ । ଏହି ଫିଲ୍ମ ଓପନିଙ୍ଗ ରେ ୩.୧୫କୋଟି କଲେକ୍ସନ କରିଥିବା ବେଳେ ଦ୍ୱିତୀୟ ଦିନରେ ବକ୍ସ ଅଫିସରେ ୪କୋଟି ଟଙ୍କା ଆୟ କରିଛି ।। ବକ୍ସ ଅଫିସରେ ଦୁଇ ଦିନରେ ମୋଟ ୭.୧୫କୋଟି ଆୟ କରିବାରେ ସଫଳ ହୋଇଛି ଏହି ଫିଲ୍ମ ଜବରିୟା ଯୋଡି ।ଏହି ସିନେମା ପ୍ରଥମ ଦିନ ଅପେକ୍ଷା ଶନିବାର ଦିନ ଆୟରେ ୩୫-୪୦ ପ୍ରତିଶତ ଗ୍ରୋଥ ହୋଇଛି । । ରବିବାର ଛୁଟି ଓ ସୋମବାର ଦିନ ଇଦ ଛୁଟି ଥିବାରୁ ଏହି ଫିଲ୍ମ ଭଲ ବ୍ୟବସାୟ କରିବ ବୋଲି ଆଶଙ୍କା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ