ଦୂରଦର୍ଶନର ଲୋକପ୍ରିୟ ଆଙ୍କର ନୀଲମ ଶର୍ମାଙ୍କ ପରଲୋକ

ନୂଆଦିଲ୍ଲୀ ,(ଯୁଗାବ୍ଦ ନ୍ୟୁଜ୍): ଦୂରଦର୍ଶନର ଲୋକପ୍ର୍ରି୍ରୟ ନ୍ୟୁଜ୍ ଆଙ୍କର ନୀଲମ ଶର୍ମାଙ୍କ ପରଲୋକ ହୋଇଯାଇଛି ।୧୯୯୫ ମସିହାରେ କ୍ୟାରିୟର ଆରମ୍ଭ କରିଥିବା ଆଙ୍କର କକ୍ରଟ ରୋଗରେ ଦିର୍ଘ ଦିନ ଧରି ପିଡିତ ଥିଲେ ।ଦୂରଦର୍ଶନରେ ଦିର୍ଘଦିନ ଧରି କାର୍ଯ୍ୟରତ ଥିବା ବେଳେ ସେ ୨୦୧୮ ମସିହାରେ ତାଙ୍କୁ ନାରୀ ଶକ୍ତି ସମ୍ମାନରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନୀତ କରିଥିଲେ । ତାଙ୍କ ଦୂରଦର୍ଶନର ଆଙ୍କର କ୍ୟାରିୟର ମଧ୍ୟରେ ସେ ତେଜସ୍ୱନି ଆଦି ବିଭିନ୍ନ ଡକ୍ୟୁମେଣ୍ଟରି ପ୍ରସ୍ତୁତ କରି ଥିଲେ ।ତାଙ୍କର ମୃତୁୃ୍ୟ ଖବର ପରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ