ଦେଶରେ ମୋଟ ୧୧୯୨ଜଣ କରୋନା ସଂକ୍ରମଣଙ୍କ ମଧ୍ୟରୁ ୧୦୬୧ଜଣ ଚିକିଛାଧୀନ ୧୦୨ଜଣ ଆରୋଗ୍ୟ ୨୯ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଭାରତରେ ଷୋମବାର ଆଜି ମାଧ୍ୟାନସୁଦ୍ଧା କରୋନାରେ ପୀଡିତ ଙ୍କ ସଂଖ୍ୟା ମୋଟ ୧୧୯୨ ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୨ ଜଣ ସୁସ୍ତ ହୋଇ ଛନ୍ତି ଏବଂ ୨୯ ଜଣ ମୃତ୍ୟୁ ମୁଖରେ ପଡିଛନ୍ତି ଷୋମବାର ସୁଦ୍ଧା ନୂତନ ଭାବେ ୫୩ ଜଣ ଚିନ୍ନଟ ହୋଇଥିବା ବେଳେ ମୃତ୍ୟୁ ମୁଖରେ ପଡିଛନ୍ତି ୨ ଜଣ, କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି ତାର ଏକ ତାଲିକା ନିମ୍ନରେ ଦିଆଗଲା ୨୭ ଗୋଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରେ ସର୍ବାଗ୍ରେ ମହାରାଷ୍ଟ୍ର ୨୧୫ଜଣ ଆକ୍ରାନ୍ତ ଥିବାବେଳେ ୧୮୩ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ ୨୫ଜଣ ସୁସ୍ଥ ହୋଇ ଛନ୍ତି ଏବଂ ୭ଜଣ ମୃତ୍ୟୁ ବରଣ କରିଛନ୍ତି ସେହିପରି, କେରଳରେ ୨୦୨ଜଣ ଆକ୍ରାନ୍ତ ଥିବାବେଳେ, ୧୮୧ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ ୨୦ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ଜଣ ମୃତ୍ୟୁ ବରଣ କରିଛନ୍ତି, କର୍ଣ୍ଣାଟକରେ ଜଣ ୮୩ଜଣ ଆକ୍ରାନ୍ତ ଥିବାବେଳେ, ୭୫ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୫ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ଜଣ ମୃତ୍ୟୁ ବରଣ କରିଛନ୍ତି, ଦିଲ୍ହୀରେ ୭୨ଜଣ ଆକ୍ରାନ୍ତ ଥିବାବେଳେ, ୬୪ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୬ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ଜଣ ମୃତ୍ୟୁ ବରଣ କରିଛନ୍ତି, ଉତ୍ତରପ୍ରଦେଶରେ ୭୨ଜଣ ଆକ୍ରାନ୍ତ ଥିବାବେଳେ, ୬୧ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ,୧୧ଜଣ ସୁସ୍ଥ ହୋଇଛନ୍ତି, ତେଲେଙ୍ଗାନାରେ ୭୦ଜଣ ଆକ୍ରାନ୍ତ ଥିବାବେଳେ, ୬୮ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୧ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ଜଣକ ମୃତ୍ୟୁ ବରଣ କରିଛନ୍ତି, ଗୁଜରାଟରେ ୬୯ଜଣ ଆକ୍ରାନ୍ତ ଥିବାବେଳେ, ୬୨ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୧ଜଣକ ସୁସ୍ଥ ହୋଇଛନ୍ତି ଏବଂ ୬ଜଣ ମୃତ୍ୟୁ ବରଣ କରିଛନ୍ତି, ତାମିଲନାଡୁରେ ୬୭ଜଣ ଆକ୍ରାନ୍ତ ଥିବାବେଳେ, ୬୨ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୪ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ଜଣକ ମୃତ୍ୟୁ ବରଣ କରିଛନ୍ତି, ରାଜସ୍ଥାନରେ ୬୦ଜଣ ଆକ୍ରାନ୍ତ ଥିବାବେଳେ, ୫୭ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୩ଜଣ ସୁସ୍ଥ ହୋଇଛନ୍ତି, ମଧ୍ୟପ୍ରଦେଶରେ ୪୭ଜଣ ଆକ୍ରାନ୍ତ ଥିବାବେଳେ, ୪୫ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୨ଜଣ ମୃତ୍ୟୁ ବରଣ କରିଛନ୍ତି, ଜାମ୍ମୁ ଓ କାଶ୍ମୀରରେ ୪୧ଜଣ ଆକ୍ରାନ୍ତ ଥିବାବେଳେ, ୩୯ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୧ଜଣକ ସୁସ୍ଥ ହୋଇଛନ୍ତି ଏବଂ ୧ଜଣକ ମୃତ୍ୟୁ ବରଣ କରିଛନ୍ତି, ପଂଜାବରେ ୩୯ଜଣ ଆକ୍ରାନ୍ତ ଥିବାବେଳେ, ୩୭ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୧ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ଜଣକ ମୃତ୍ୟୁ ବରଣ କରିଛନ୍ତି, ହରୟଣରେ ୩୫ଜଣ ଆକ୍ରାନ୍ତ ଥିବାବେଳେ, ୧୮ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୧୭ଜଣ ସୁସ୍ଥ ହୋଇଛନ୍ତି, ଆନ୍ଧ୍ରପ୍ରଦେଶରେ ୨୩ଜଣ ଆକ୍ରାନ୍ତ ଥିବାବେଳେ, ୨୨ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ , ୧ଜଣକ ସୁସ୍ଥ ହୋଇଛନ୍ତି, ପଚିମବେଙ୍ଗଲରେ ୨୨ଜଣ ଆକ୍ରାନ୍ତ ଥିବାବେଳେ, ୨୦ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୨ଜଣ ମୃତ୍ୟୁ ବରଣ କରିଛନ୍ତି, ବିହାରରେ ୧୫ଜଣ ଆକ୍ରାନ୍ତ ଥିବାବେଳେ, ୧୪ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୧ଜଣକ ମୃତ୍ୟୁ ବରଣ କରିଛନ୍ତି, ଲାଦଖରେ ୧୩ଜଣ ଆକ୍ରାନ୍ତ ଥିବାବେଳେ, ୧୦ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୩ଜଣ ସୁସ୍ଥ ହୋଇଛନ୍ତି, ଆଣ୍ଡାମାନ ଓ ନିଚୋବର ଦିପରେ ୧୦ଜଣ ଆକ୍ରାନ୍ତ ଥିବାବେଳେ,୧୦ଜଣ ଚିକିଛାଧୀନ ରହିଛନ୍ତି, ଚଣ୍ଡିଗଡରେ ୯ଜଣ ଆକ୍ରାନ୍ତ ଥିବାବେଳେ, ୯ଜଣ ଚିକିଛାଧୀନ ରହିଛନ୍ତି, ଛତିଶଗଡ଼ରେ ୭ଜଣ ଆକ୍ରାନ୍ତ ଥିବାବେଳେ, ୭ଜଣ ଚିକିଛାଧୀନ ରହିଛନ୍ତି, ଉତ୍ତରାଖଣ୍ଡରେ ୭ଜଣ ଆକ୍ରାନ୍ତ ଥିବାବେଳେ, ୫ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୨ଜଣ ସୁସ୍ଥ ହୋଇଛନ୍ତି, ଗୋଆରେ ୫ଜଣ ଆକ୍ରାନ୍ତ ଥିବାବେଳେ, ୫ଜଣ ଚିକିଛାଧୀନ ରହିଛନ୍ତି ହିମାଚଳ ପ୍ରଦେଶରେ ୩ଜଣ ଆକ୍ରାନ୍ତ ଥିବାବେଳେ, ୧ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୧ଜଣକ ସୁସ୍ଥ ହୋଇଛନ୍ତି ଏବଂ ୧ଜଣକ ମୃତ୍ୟୁ ବରଣ କରିଛନ୍ତି, ଓଡିଶାରେ ୩ଜଣ ଆକ୍ରାନ୍ତ ଥିବାବେଳେ, ୩ଜଣ ଚିକିଛାଧୀନ ରହିଛନ୍ତି , ମଣିପୁରରେ ୧ଜଣ ଆକ୍ରାନ୍ତ ଥିବାବେଳେ, ୧ଜଣ ଚିକିଛାଧୀନ ରହିଛନ୍ତି, ମିଜୋରାମରେ ୧ଜଣ ଆକ୍ରାନ୍ତ ଥିବାବେଳେ, ୧ଜଣ ଚିକିଛାଧୀନ ରହିଛନ୍ତି, ପଣ୍ଡିଚେରୀରେ, ୧ଜଣ ଆକ୍ରାନ୍ତ ଥିବାବେଳେ, ୧ଜଣ ଚିକିଛାଧୀନ ରହିଛନ୍ତି , ମୋଟ ୧୧୯୨ଜଣ ଆକ୍ରାନ୍ତ ଥିବାବେଳେ, ୧୦୬୧ଜଣ ଚିକିଛାଧୀନ ରହିଛନ୍ତି ସେମାନଙ୍କ ମଧ୍ୟରୁ, ୧୦୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ଜଣ ମୃତ୍ୟୁ ବରଣ କରିଥିବା ସରକାରୀ ଭବେ ସୂଚନା ମିଳିଛି.


