ନିରାଶ୍ରୟ ବ୍ୟକ୍ତିଙ୍କ ସହିତ ରଜ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀ ରେ ବିଭିନ୍ନ ନିରାଶ୍ରୟ ବ୍ୟକ୍ତି ବିଶେଷ ଓ ଅସହାୟ ଙ୍କୁ ରଜ ରେ ସହଯୋଗ ର ହସ୍ତ ବଢ଼ାଇଥିଲା ସିଭମ କମ୍ପୁଟର ଶିକ୍ଷା କେନ୍ଦ୍ର. ଏହାର ନିର୍ଦ୍ଧେଶକ ମଦନ ମୋହନ ପାଢ଼ୀ, ପୂଜ୍ୟ ପୂଜା ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସମାଜସେବୀ ସୁରେନ୍ଦ୍ର କୁମାର ସାହୁ ଙ୍କ ସହିତ ଅନୁଷ୍ଠାନ ର ବିଦ୍ୟାର୍ଥୀ ମାନେ ଅସହାୟ ମାନଙ୍କୁ ଖାଦ୍ୟ, ବସ୍ତ୍ର, ଜଳ ସହିତ ରଜ ପାନ ବଣ୍ଟନ କରିଥିଲେ. ନିଆରା ରୂପରେ ଏହା ପାଳନ ହୋଇ ଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ