ନୋ ମାକ୍ସ ନୋ ପେଟ୍ରଲ ଗଜପତି ରେ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ସାରା ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରଧ କରି ଲକଡ଼ାନକୁ ବଢେଈବା ପାଇଁ ୩୦ ପର୍ଯ୍ୟନ୍ତ ଅନୁରଧ କରିଛନ୍ତି ଏହା କୁ ଆଖିରେ ରଖି ରାଜ୍ୟରେ ବିଭିନ ନିୟମ ବଳି ଲାଗୁ କରାଯାଇଛି ସେପରି ଗଜପତିରେ ମୋହନା ଚନ୍ଦ୍ରଗିରି, ମହେନ୍ଦ୍ରଗଡ ଆଦି ବିଭିନ ପେଟ୍ରଲପମ୍ପରେ ଲାଗୁ କରାଯାଇଛି ନୂଆ ନିୟମ ହେଲମେଟ ପରେ ଏବେ ମାକ୍ସ ନୋ ପିନ୍ଦିଥିଲେ ତେଲ ଦେବାପାଇଁ ମନା କରୁଛନ୍ତି ପେଟ୍ରଲ ପମ୍ପର କର୍ମଚାରୀ ଏହାକୁ ଲାଗୁ କରିଛନ୍ତି ଗଜପତି ଏସ୍ପି ସାରାଶର୍ମା ,ତେଣୁ ବିଭିନ ପେଟରଲପମ୍ପ ଗୁଡିକ ଆଜି ବୁଲି ଦେଖିଛନ୍ତି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ


