ପବିତ୍ର ଅକ୍ଷୀତୃତୀୟା ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର ଅକ୍ଷୟ ତୃତୀୟାର କାର୍ଯ୍ୟକ୍ରମ କୁ ପାରଳା ରାଜମାତା ସୁଶ୍ରୀ କଲ୍ୟାଣୀ ଗଜପତି ଙ୍କ ନିର୍ଦ୍ଦେଶନାମା ଅନୁସରେ ଠାକୁର ଙ୍କ ନୀତି କାନ୍ତି ଅନୁସାରେ ଜଗନ୍ନାଥ ମନ୍ଦିରରେ ରଥ ର ଅଖ ପୂଜା ସଂପାଦନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଜଗନ୍ନାଥ ମନ୍ଦିର ର ବଳିଆ ପଣ୍ଡା ଓ ରଥ ତିଆରି ଅଶୋକ ମହାରଣା ଙ୍କ ଦ୍ଵାରା ପୂଜା ଅର୍ଚ୍ଚନା କରିଥିବା ବେଳେ ରଥଯାତ୍ରା କମିଟି ସଦସ୍ୟ ମାନଙ୍କ ପକ୍ଷରୁ, ରଥଯାତ୍ରା କମିଟି ର କୋଷାଧ୍ୟକ୍ଷ ରାମନାଥ ମିଶ୍ର, ଟି.ବସନ୍ତ କୁମାର,ଭାରତ ଭୁଷଣ ମହାନ୍ତି, ବସନ୍ତ ପଣ୍ଡା,ଖଲି ବରାଡ,ଶିଧେଶ୍ବର ମିଶ୍ର, ପ୍ରମୁଖ ଅନେକ ଭକ୍ତ ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ