ପରଦାକୁ ଆସିବ କାଶ୍ମୀରର ଅକୁହା କାହାଣୀ

(ଯୁଗାବ୍ଦ ନ୍ୟୁଜ ) ସିନେମା ମାଧ୍ୟମରେ ସାରା ବିଶ୍ୱ ଦେଖିବ ଭାରତ ର ଭୂସ୍ୱର୍ଗ କାଶ୍ମୀରରୁ କାହିଁକି ଲାଗିଥିଲା ଧାରା ୩୭୦ । ଏହିଭଳି ଏକା କାହାଣୀ କୁ ନେଇ ଫିଲ୍ମ ନିର୍ମାଣ କରିବେ ବଲିଉଡ ର ଜାୟନାମିକ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନି ହୋତ୍ରୀ । ଦୀର୍ଘ ୭୦ ବର୍ଷ ପରେ କାଶ୍ମୀରରୁ ଧାରା ୩୭୦ ଉଚ୍ଚେଦ ହେବା ଓ ପୂର୍ବ ଘଟଣା କ୍ରମ କଣ ଥିଲା ତାହାର ଏକ କାଳ୍ପନିକ ଦୃଶ୍ୟ ସିଲଭର ସ୍କ୍ରିନରେ ଦେଖିବାକୁ ପାଇବେ ଦର୍ଶକ । ଚଳିତ ବର୍ଷ ନିର୍ଦ୍ଦେଶକ ବିବେକ ଅଗ୍ନି ହୋତ୍ରୀ ଙ୍କ ତାସକେଣ୍ଡ ଫିଲ୍ମ ପରଦାକୁ ଆସିଥିଲା । ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାତ୍ସୀ ଙ୍କ ର ଷଡଯନ୍ତ୍ର ହତ୍ୟା କାହାଣୀ ର ଘଚଣା ଦେଖିବାକୁ ମିଳିଥିଲା । ଯାହା ଦର୍ଶକଙ୍କ ମହଲରେ ବେଶ ଆଦୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ